❤️ବଟମ ଛତୁ ଆମ୍ବୁଲ ବେସର ❤️# #youtubeshorts #desi #food #viral #trending #public

❤️ବଟମ ଛତୁ ଆମ୍ବୁଲ ବେସର ❤️# #youtubeshorts #desi #food #viral #trending #public

ଆମ୍ବୁଲ ଛତୁ ବେସର କୁ ଭଲ ସେ ପ୍ରଥମେ ଛତୁ କୁ ଧୁଇ ଦେବେ ହଳଦୀ ଦେଇ,
ତା ପରେ ସୋରିଷ ମସଲାରେ ଆଉ କିଛି ପୁସ୍ତ ନେଇ ତାକୁ ବାଟି ନବା,
ତା ପରେ ଛତୁ କୁ ଭାଜି ଦେଇ ମସଲାରେ ଭଲ ସେ ଛତୁ କୁ କୋଶୀ ଦେଇ
ହାଲକା ପାଣି ଦେଇ ପାଣି ଫୁଟିଲା ଟାଇମ୍ଏ ରେ ଆମ୍ବୁଲ ପକେଇ ଦେବା,
ତା ପରେ ପ୍ରସୂତ ଛତୁ ତରକାରୀ…….. ଆଉ ମସଲା ଗୁଡିକୁ ଆପଣ ମାନେ
ଭଲ ସେ ଭିଡ଼ିଓ ରେ ଦେଖନ୍ତୁ ଜାଣି ପାରିବେ…… ❤️ଜୟ ଜଗନ୍ନାଥ ❤️🙏🙏

Leave a Reply

Your email address will not be published. Required fields are marked *